ସମ୍ବିତ ପାତ୍ର ନିସର୍ତ୍ତ କ୍ଷମା ନ ମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ: ନରସିଂହ

ୱାର୍ଡ଼ ମେମ୍ବର ହେବାକୁ ଅଯୋଗ୍ୟ ସମ୍ବିତ ପାତ୍ର-ସୁର ଭୁବନେଶ୍ବର: ପରୀ ହତ୍ୟା ଘଟଣାରେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଶାସକ ଦଳ ଦ୍ବାରା ମ୍ୟାନେଜ୍‌ ହୋଇଗଲେ। ଦଳର ୯ ଜଣ ବିଧାୟକ ଏଥିପାଇଁ ଟଙ୍କା ନେଇଛନ୍ତି। ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ଚରମବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖାପାତ୍ର ଯଦି ଏପରି କହିଥାନ୍ତି, ତାହେଲେ ଏହା … Continue reading ସମ୍ବିତ ପାତ୍ର ନିସର୍ତ୍ତ କ୍ଷମା ନ ମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ: ନରସିଂହ